ବଦଳିଲେ କଟକ, ଭୁବନେଶ୍ୱର ଡିସିପି

କଟକ ଓ ଭୁବନେଶ୍ୱର ଡିସିପି ବଦଳିଛନ୍ତି । କଟକର ନୂଆ ଡିସିପି ହେଲେ ପିନାକ ମିଶ୍ର । ଭୁବନେଶ୍ୱରର ନୂଆ ଡିସିପି ହେଲେ ପ୍ରତୀକ ସିଂ । ମନୋଜ କୁମାର ଛାବ୍ରା ହେଲେ ଜେଲ ବିଭାଗ ଡିଜି । ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ଫାୟାର ସର୍ଭିସ ଦାୟିତ୍ୱ ଦିଆଯାଇଛି । ଗୁଇନ୍ଦା ନିର୍ଦ୍ଦେଶକ ହେଲେ ସଞ୍ଜୀବ କୁମାର ପଣ୍ଡା । ଅରୁଣ ବୋଥ୍ରା ହେଲେ କ୍ରାଇମବ୍ରାଞ୍ଚ ଏଡିଜି । ଆଇଜିପି କମ୍ୟୁନିକେସନ ହେଲେ ଏସ. କେ .ଗଜଭିୟେ । ସେଫିନ ଅହମ୍ମଦ କେ . ହେଲେ ଆଇଜିପି HRPC । ବ୍ରହ୍ମପୁର ଏସପି ହେଲେ ଶ୍ରବଣ ବିବେକ । ଉମାଶଙ୍କର ଦାଶ ହେଲେ ଅତିରିକ୍ତ ସିପି(ଭୁବନେଶ୍ବର-କଟକ) । ନୀତି ଶେଖର ହେଲେ ପଶ୍ଚିମାଞ୍ଚଳ ଡିଆଇଜି ।
•ରାହୁଲ ଜୈନ- ଝାରସୁଗୁ଼ଡ଼ା ଏସ୍‌ପି
•ସିଦ୍ଧାର୍ଥ କଟରିୟା-ଖୋର୍ଦ୍ଧା ଏସ୍‌ପି
•ଏସ୍. ସୁଶ୍ରୀ-ନବରଙ୍ଗପୁର ଏସ୍‌ପି
•ଅଭିଳାଷ ଜି-କଳାହାଣ୍ଡି ଏସ୍‌ପି
•ଅଲେଖ ପାହି- ଖୋର୍ଦ୍ଧା ଏସ୍‌ପି

Share

Leave a Reply

Your email address will not be published. Required fields are marked *

one × 3 =