ପୁଣି ମିଳିଲା ଆଉ ଏକ ହାତୀ କଙ୍କାଳ

ବଡ଼ମ୍ବାରେ  ପୁଣି ମିଳିଲା ଆଉ ଏକ ହାତୀ କଙ୍କାଳ। ଆଠଗଡ଼ ବନଖଣ୍ଡ ବଡମ୍ବା ବନାଞ୍ଚଳ ଗୋପପୁର ରେଞ୍ଜର ମଣ୍ଡପ ସରଂକ୍ଷିତ ଜଙ୍ଗଲରୁ ଏକ ହାତୀର କଙ୍କାଳ  ବନ ବିଭାଗ  ଉଦ୍ଧାର କରିଛି ।  ହାତୀ  କଙ୍କାଳ ମିଳିବା ପରେ  ବନବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଛି।

Share

Leave a Reply

Your email address will not be published. Required fields are marked *

19 − nineteen =