ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିରର ଭିତର ବେଢାର ଫଟୋ

ଭାଇରାଲ୍ ହେଲା ଶ୍ରୀମନ୍ଦିରର ଭିତର ବେଢାର ଫଟୋ । ସଞ୍ଜୟ ପାଢୀ ଶର୍ମା ନାମକ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତର ଫଟୋ ନିଜ ଫେସବୁକ ଆଇଡିରେ ଅପଲୋଡ଼ କରି କରିଛନ୍ତି ଭାଇରାଲ୍। ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଛି ପ୍ରଶ୍ନ।

Share

Leave a Reply

Your email address will not be published. Required fields are marked *

three × 3 =