ନାରୀ ନିର୍ଯାତନା ପ୍ରତିବାଦରେ କନ୍ଧମାଳ ବନ୍ଦ

ଫୁଲବାଣୀ –ଆସନ୍ତାକାଲି ନାରୀ ନିର୍ଯାତନାର ପ୍ରତିବାଦ କରି ଆସନ୍ତାକାଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କନ୍ଧମାଳ ବନ୍ଦ କରାଯିବ । କ୍ରମବର୍ଦ୍ଧିଷ୍ନୁ ନାରୀ ନିର୍ଯାତନା ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ରାସ୍ତାକୁ ଓହ୍ଲାଇଛି । ସୋସିଆଲ ମିଡିଆରେ ପୁର୍ବତନ ବିଧାୟକଙ୍କ ଫୋଟୋ ଭାଇରାଲ ହେବା ଏବଂ କୋଟଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ଏହି ବନ୍ଦ ପାଳନ କରାଯିବ ଏଥିରେ ସ୍ଥାନୀୟ ଜିଲ୍ଲାପାଳ ଓ ଏସପିଙ୍କର ମଧ୍ୟ ବହିଷ୍କାର ଦାବୀ କରାଯିବ ।

Share

Leave a Reply

Your email address will not be published. Required fields are marked *

two × three =