କର୍ତବ୍ୟରେ ଅବହେଳା ପାଇଁ ୭ ପୁଲିସ ନିଲମ୍ବିତ

ନୂଆପଡ଼ା- ଏସ୍ଡିଜେଏମ୍ କୋର୍ଟ ପରିସରରୁ ସୁରକ୍ଷାକର୍ମୀଙ୍କୁ ଧକ୍କା ଦେଇ ଦୁର୍ଦ୍ଦାନ୍ତ ନକ୍ସଲ ମନୋଜ ମାଡ଼କାମୀ ଚମ୍ପଟ୍ ମାରିବା ଘଟଣାରେ ୭ ଜଣ ପୁଲିସ୍ କର୍ମଚାରୀ ସସ୍ପେଣ୍ଡ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ ଏଏସ୍ଆଇ ଅଛନ୍ତି।କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନୂଆପଡ଼ା ଏସ୍ପି ସେମାନଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ପୁଲିସ୍ କର୍ମଚାରୀମାନେ ହେଲେ ପଙ୍କଜ ତାଣ୍ଡି, ପୁଷ୍ପଲତା ସୁନାନି, ଭୋଳାନାଥ ମାଝୀ, ପାନ୍ତବାଇ ନାଏକ, ହରିଶଙ୍କର ଶବର, ଲକ୍ଷ୍ମଣ ଶବର ଓ ମଧୁସୂଦନ ମାଝୀ।
……….

Share

Leave a Reply

Your email address will not be published. Required fields are marked *

seven − 3 =