କଟକ-ପାରାଦୀପ ଚାଲିବ ମେମୁ ଟ୍ରେନ

କଟକ —ଆସନ୍ତା ୮ ତାରିଖ ଠାରୁ କଟକରୁ ପାରାଦୀପ ପର୍ଯ୍ୟନ୍ତ ମେମୁ ଟ୍ରେନ ଚଳାଚଳ କରିବ । ବ୍ରହ୍ମପୁର ଠାରୁ କଟକ ଚଳାଚଳ କରୁଥିବା ମେମୁ ଟ୍ରେନକୁ କର୍ତୁପକ୍ଷ ପାରାଦୀପ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛନ୍ତି । ପୁର୍ବରୁ କଟକ ଓ ପାରାଦୀପ ମଧ୍ୟରେ ଚଳାଚଳ କରୁଥିବା ପାସେଂଜର ଟ୍ରେନ ପରିବର୍ତେ ମେମୁ ଟ୍ରେନ ଚଳାଚଳ କରିବ ବୋଲି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସୁଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

four × four =