କଂଗ୍ରେସରେ ମିଶିଲେ ଜର୍ଜ ତିର୍କି

ଭୁବନେଶ୍ୱର- ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କି ଓ ମହାନଦୀ ବଂଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ସେମାନେ ଦିଲ୍ଲୀଠାରେ ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଉପସ୍ତିତିରେ ନିଜ ସମର୍ଥକ ମାନଙ୍କ ସହ କଂଗ୍ରେସରେ ଯୋଗଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

seven + nineteen =