ଆଜି ବିଜେଡିରେ ମିଶିବେ ଶତାଧିକ ବିଜେପି କର୍ମୀ

ନିର୍ବାଚନ ବିଗୁଲ୍‌ ବାଜିବା ମାତ୍ରେ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି । ଆଜି ୪୦ନଂ ୱାର୍ଡର ଶତାଧିକ ବିଜେପି କର୍ମୀ ବିଜେଡିରେ ମିଶିବେ । ୱାର୍ଡର ସକ୍ରିୟ ବିଜେପି ନେତା ଫିରୋଜ୍‌ ଖାନ୍‌ ଦଳ ଛାଡି ବିଜେଡିରେ ଯୋଗ ଦେବେ । ସେହିଭଳି ବସ୍ତି ନେତା ସହଦେବ ନାୟକଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ବିଜେଡିରେ ମିଶିବେ ବୋଲି ଜଣାପଡିଛି । ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହେବ ।

Share

Leave a Reply

Your email address will not be published. Required fields are marked *

1 × five =