ଅନୁ ଗର୍ଗ ନୂଆ ଉନ୍ନୟନ କମିଶନର

ଏସିଏସ ଅନୁ ଗର୍ଗ ନୂଆ ଉନ୍ନୟନ କମିଶନର ନିଯୁକ୍ତି । ପ୍ରଦୀପ ଜେନାଙ୍କ ପଦୋନ୍ନତି ପରେ ଅନୁ ଗର୍ଗଙ୍କ ଦାୟିତ୍ୱ । ଜଳସମ୍ପଦ ବିଭାଗର ଏସିଏସ ଭାବେ ଅତିରିକ୍ତ ଦାୟିତ୍ୱ ବି ତୁଲାଇବେ ଅନୁ ଗର୍ଗ ।

Share

Leave a Reply

Your email address will not be published. Required fields are marked *

fifteen + fifteen =