ହାଇପ୍ରୋଫାଇଲ ଠକ ଗିରଫ

ଭୁବନେଶ୍ୱର—ଚାକିରୀ କରାଇଦେବା ନାଁରେ ୨୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଯାଆଁଳା ପୁଲିସ ଜଣେ ହାଇପ୍ରୋଫାଇଲ ଠକକୁ ଗିରଫ କରିଛି । ତା ନିକଟରୁ କାର ,ଦୁଇ ଚକିଆ ଜାନ ,ଲାପଟପ ଓ ପ୍ରିଂଟର ଆଦି ପ୍ରାୟ ୩୦ ଲକ୍ଷ ଟଙ୍କାର ଜିନିଷ ଜବତ କରିଛି । ଏହି ଠକ ଯାଆାଁ ନିକଟରେ ଏକ ଆପାର୍ଟମେଂଟରେ ଏକ ଅଫିସ କରିଥିଲା । ତା ଘର ଜଗତସିଂପୁର ଅଂଚଳରେ ଓ ତା ନାମ ତାପସ ଦାସ ବୋଲି ପୁଲିସ ଜାଣବାକୁ ପାଇଛି । ସେ ଜଣେ ଏମବିଏ ଛାତ୍ର ଏବଂ ବାଙ୍ଗାଲୋର ରେ ଚାକିରୀ କରୁଥିଲା ।

Share

Leave a Reply

Your email address will not be published. Required fields are marked *

one × 4 =