Latestରାଜ୍ୟ

ଭିଜିଲାନ୍ସ ଦ୍ୱାରା ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଗିରଫ

ଭୁବନେଶ୍ୱର—ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀଙ୍କୁ ଖୋର୍ଦ୍ଦା ଭିଜିଲାନ୍ସ ଗିରଫ କରିଛି । ହାଡିବନ୍ଧୁ ପାଣିଗ୍ରାହି ନାମକ ଏହି ଅଧିକାରୀ ଜଣକ ଆଜି ଡୁବୁରୀରୁ ଫେରୁଥିବା ବେଳେ ଖଣ୍ଡଗିରି ଛକରେ ଚେକିଂ ବେଳେ ଭିଜିଲାନ୍ସ ତାଙ୍କୁ ଧରୀଥିଲା ଏବଂ ତାଙ୍କ ଠାରୁ ଭିଜିଲାନ୍ସ ନଗଦ ୯୬ହଜାର ୫୦୦ଟଙ୍କା ଜବତ କରିଥିଲା ।

Share

Leave a Reply

Your email address will not be published. Required fields are marked *

2 × three =