ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର ଦୁର୍ଘଟଣା

ଭଦ୍ରକ: ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର ଦୁର୍ଘଟଣାସ୍ତ । ୧୬ ନମ୍ବର ଜାତୀୟ ରାଜପଥର ଜାରକା ନିକଟରେ ବିଧାୟଙ୍କ କାର ଦୁର୍ଘଟଣା ଘଟିଛି । ବିଧାୟକଙ୍କ କାରକୁ ଧକ୍କା ଦେଇଛି ଟ୍ରକ । ଭୁବନେଶ୍ୱରରୁ ନିଜ ନିର୍ବାଚନୀ ମଣ୍ଡଳୀ ଭଦ୍ରକକୁ ଫେରୁଥିବା ବେଳେ ଜାରକା ନିକଟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ତାଙ୍କ କାର ଭାଙ୍ଗିଯାଇଥିବା ବେଳେ ବିଧାୟକ ଓ ତାଙ୍କ ସହଯୋଗୀଙ୍କ ସହ ଡ୍ରାଇଭର ସମ୍ପୂର୍ଣ୍ଣ ସୁରକ୍ଷିତି ଅଛିନ୍ତି ।

Share

Leave a Reply

Your email address will not be published. Required fields are marked *

eighteen + one =