ବିଦ୍ୟୁତ ନେଲା ଦୁଇ ମହିଳାଙ୍କ ଜୀବନ

ଭୁବନେଶ୍ୱର—ସହିଦ ନଗର ଥାନା ଅନ୍ତର୍ଗତ ୟୁନିଟ-୯ର ଏକ ଫ୍ଲାଟ୍ରେ ଦୁଇ ଯା’ ଙ୍କର ମର୍ମନ୍ତୁଦ ମୃତ୍ୟୁ ଘଟିଛି ।ବିଦ୍ୟୁତ ଆଘାତେରେ ଏମାନେ ଆହତ ହୋଇ ଡାକ୍ତରଖାନା ଯିବାପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହିଘଟଣାରେ ସଂପୃକ୍ତ ଅଂଚଳରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

Share

Leave a Reply

Your email address will not be published. Required fields are marked *

5 × 4 =