ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା

ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଏତେ ବଡ଼ ଅଭିନେତା କାହିଁକି ଆତ୍ମହତ୍ୟା କଲେ ତାହା କିଛି ସ୍ପଷ୍ଟ ଜଣାପଡିନାହିଁ । ନିଜ ବାସଭବନରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିବା ରାଇମୋହନ କାହିଁକି ଆତ୍ମହତ୍ୟା କଲେ ତାହା କିଛି ସ୍ପଷ୍ଟ ଜଣାପଡିନାହିଁ ।

। ଏହି ଖବରକୁ କେହି ବିଶ୍ୱାସ ମଧ୍ୟ କରିପାରୁନାହାନ୍ତି । ଖଳନାୟକ ଭାବରେ ଘରେ ଘରେ ପରିଚିତ ଥିଲେ ରାଇମୋହନ । ସିନେମା ଜଗତ, ଯାତ୍ରା ଜଗତ ପାଇଁ ଅପୂରଣୀୟ କ୍ଷତି । 

Share

Leave a Reply

Your email address will not be published. Required fields are marked *

nineteen − seventeen =