ଥାନା ସାମ୍ନାରେ ନିଜକୁ ଜାଳିଲେ ଯୁବକ

କିଶନନଗର ଥାନା ସାମ୍ନାରେ ନିଜକୁ ଜାଳିଲେ ଯୁବକ ।ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାରୁ ପୋଡି ହୋଇ ଗୁରୁତର । ପୋଡି ହୋଇ ଗୁରୁତର ଥିବା ବ୍ୟକ୍ତି ଜଣଙ୍କୁ କଟକ ସ୍ଥାନାନ୍ତର । ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳି ପାରିନି । କେଉଁ କାରଣ ପାଇଁ ଥାନା ସାମ୍ନାରେ ନିଜକୁ ନିଆଁ ଲଗାଇଲେ, କାରଣ ଅସ୍ପଷ୍ଟ ରହିଛି ।

Share

Leave a Reply

Your email address will not be published. Required fields are marked *

twelve + 13 =