ଗୁଳି ମାଡରେ ମତ୍ସ୍ୟଜୀବୀ ମୃତ

ଚାନ୍ଦିପୁରରେ ମାଛ ଧରିବା ବେଳେ ଅଘଟଣା । ଗୁଳି ବାଜି ମତ୍ସ୍ୟଜୀବୀ ମୃତ । ଗୋଳାବାରୁଦ ପରୀକ୍ଷଣ ରେଞ୍ଜ ନିଷିଦ୍ଧାଞ୍ଚଳରେ ଗୁଳି ବାଜି ମୃତ । ଭୁଟୁଭୁଟିରେ୭ ମତ୍ସ୍ୟଜୀବୀ ଭୁଲବଶତଃ ରେଞ୍ଜ ଭିତରକୁ ଚାଲିଯାଇଥିଲେ । ପରୀକ୍ଷଣ ବେଳେ ଗୁଳି ବାଜିବାରୁ ଭୁଟୁଭୁଟି ମାଲିକ ମୃତ । ଆଉ ଜଣେ ଆହତ । ଅନ୍ୟ ୫ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ କୂଳକୁ ଚାଲିଆସିଥିବା ସୂଚନା । ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଇଟିଆର ସମୁଦ୍ର ସୀମା ଅଞ୍ଚଳର ନୋ ଏଣ୍ଟ୍ରି ଜୋନରେ ଅନୁପ୍ରବେଶ ବେଳେ ଗୁଳି ବାଜିଥିବା କୁହାଯାଉଛି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ।

Share

Leave a Reply

Your email address will not be published. Required fields are marked *

twenty − 11 =