ଆଉ ୩ ଦିନ ଗରମ,ଗୁଳୁଗୁଳି

ଦୁର୍ବଳ ମୈାସୁମୀ ପ୍ରଭାବରେ ଆଗାମୀ ୩ ଦିନ ଜାରି ରହିବ ଗରମ , ଗୁଳୁଗୁଳି । ୪ ତାରିଖରେ ବିଭିନ୍ନ ସ୍ଥାନରେ ଘଡଘଡି ବର୍ଷା ସମ୍ଭାବନା । ୪ ତାରିଖରେ ବର୍ଷା ଯୋଗୁଁ ମୈାସୁମୀ ସକ୍ରିୟ ହେବା ନେଇ ଆକଳନ । ଅଗଷ୍ଟ ୧ ରୁ ସେପ୍ଟେମ୍ବର ୧ ଯାଏଁ ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇଛି । ୬ ଜିଲ୍ଲାରେ ସ୍ୱାଭାବିକ ରୁ ଅଧିକ ବର୍ଷା ହୋଇଥିବା ପାଣିପାଗ ବିଭାଗର ସୂଚନା ।

Share

Leave a Reply

Your email address will not be published. Required fields are marked *

three − two =