ରେକର୍ଡ କଲେ ସାକିବ୍

ଲଣ୍ଡନ()  ଦିନିକିଆ କ୍ରିକେଟରେ ଦ୍ରୁତ ୫ହଜାର ରନ୍ ଓ ୨୫୦ ୱିକେଟ୍ ହାସଲକାରୀ ଅଲରାଉଣ୍ଡର ହୋଇଛନ୍ତି ସାକିବ୍ ଅଲ୍ ହାସନ୍ । ରବିବାର କେନିଙ୍ଗଟନ୍ ଓଭାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ସାକିବ୍ ଉଭୟ ବ୍ୟାଟ୍ ଓ ବଲରେ କମାଲ୍ କରିଥିଲେ। ଏହି ମ୍ୟାଚରେ ସେ ଦକ୍ଷିଣ ଆଫ୍ରିକା ଟିମ୍ ଓପ୍ନର ଆଇଡେନ୍ ମର୍କରାମଙ୍କୁ କ୍ଲିନ୍ ବୋଲ୍ଡ କରି ଦିନିକିଆରେ ୨୫୦ ୱିକେଟ୍ ପୂରଣ କରିଥିଲେ। ବିଶ୍ୱର ଏହି ଏକ ନମ୍ବର ଅଲରାଉଣ୍ଡର ଦିନିକିଆରେ ୧୯୯ ମ୍ୟାଚ୍ ଖେଳି ୫୭୧୭ ରନ୍ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

nine + fourteen =