ରୋହିତ ଶର୍ମା ଆଉଟ୍‌

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆକୁ ଲାଗିଛି ପ୍ରଥମ ଝଟକା । ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୩୪ ରନ କରି ଫାଭିଲିୟନକୁ ଫେରିଛନ୍ତି । ତାଙ୍କୁ ନ୍ୟୁଜିଲାଣ୍ଡର ଦ୍ରୃତ ବୋଲର ଜେମିନସନ କ୍ୟାଚ ଆଉ କରିଛନ୍ତି । ଦ୍ୱିତୀୟ ଦିର ପ୍ରଥମ ସେସନରୁ ଭାରତକୁ ଲାଗିଛି ପ୍ରଥମ ଝଟକା । ପ୍ରଥମରୁ ଭଲ ପାଳି ଆରମ୍ଭ କରିଥିଲେ ରୋହିତ ଓ ଶଭମନ ଗିଲ । ତେବେ ୨୧ତମ ଓଭରରେ ଭାରତ ପ୍ରଥମ ୱିକେଟର ପତନ ହୋଇଛି ।

Share

Leave a Reply

Your email address will not be published. Required fields are marked *

nineteen + 7 =