ଭ।ରତୀୟ ସୁଟରଙ୍କ କମାଲ

ଜାକର୍ତା:  ୧୮ତମ ଏସୀୟା କ୍ରୀଡାରେ ଭାରତୀୟ ସୁଟରଙ୍କ କମାଲ । ପୁରୁଷ ୧୦ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ସୌରଭ ଚୌଧୁରୀ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଅଭିଶେକ ବ୍ରୋଞ୍ଜପଦକ ହାସଲ କରିଛନ୍ତି ।ସୌରଭ୨୪୭.୭ ସ୍କୋର କରି ସ୍ୱର୍ଣ୍ଣ ପଦକ ଓ ଅଭିଶେକ ତୃତୀୟ ସ୍ଥାନରେ ୨୧୯.୩ ସ୍କୋର କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

13 + 2 =