ରବିନ୍ଦ୍ର ଜେନା ଶ୍ରେଷ୍ଠ ସାଂସଦ

ନୂଆଦିଲ୍ଲୀ () ଫେମ ଇଣ୍ଡିଆ ତରଫରୁ ଦୀଲ୍ଲିର ବିଜ୍ଞାନ ଭବନରେ ଅନୁଷ୍ଟିତ ହୋଇଛି ଶ୍ରେଷ୍ଠ ସାସଂଦ ପୁରଷ୍କାର ସମାରୋହ । ସମାରୋହରେ ୨୫ ଜଣ ସାସଂଦଙ୍କୁ ସମ୍ମାନିତ କରାଯାଇଛି । ମୁଖ୍ୟ ଅତିଥି ଭାବେ ରାଜନାଥ ସିଂ ଯୋଗ ଦେଇଛନ୍ତି । ଏହି ସମାରୋହରେ ଓଡିଶାର ବିଜେଡି ସାସଂଦ ରବିନ୍ଦ୍ର ଜେନାଙ୍କୁ ଶ୍ରେଷ୍ଟ ସାସଂଦ ଭାବେ ସମ୍ମାନିତ କରାଯାଇଛି । ଲଗାତାର ଦ୍ବିତୀୟ ବର୍ଷ ପାଇଁ ସଂସଦରେ ନିଜର ଉକୃଷ୍ଟ ପଦର୍ଶନ ପାଇଁ ସେ ଏହି ପୁରଷ୍କାର ପାଇଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two + 9 =