କୃଷ୍ଣ ପାଇବେନି କଂଗ୍ରେସ ଟିକେଟ

ଭୁବନେଶ୍ୱର () କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସାଗରିଆଙ୍କୁ ମିଳିବନି କଂଗ୍ରେସ ଟିକେଟ । 2019ରେ ତାଙ୍କୁ କଂଗ୍ରେସ ଟିକେଟ ମନା ବୋଲି ଆଜି ପିସିସି ସଭାପତି ନିରଞ୍ଜନ ପଟନାୟକ ସ୍ପଷ୍ଟ କରିଛନ୍ତି ।

କୁନ୍ଦୁଲି ପିଡିତାକୁ ନ୍ୟାୟ ନମିଳିବାରୁ ସେ ବିଧାୟକ ପଦରୁ ଇସ୍ତଫା ଦେଉଥିଲେ । ସେ ଅଭିଯୋଗ କରିଥିଲେ ଯେ, ପିଡିତାଙ୍କୁ ନ୍ୟାୟ ଦେବାକୁ ତାଙ୍କ ଦଳ ବି ଉଦ୍ୟମ କରିନଥିଲା । ଏବେ ସେ କଂଗ୍ରେସ ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହିଦୃଷ୍ଟିରୁ ତାଙ୍କୁ 2019ରେ କଂଗ୍ରେସ ଟିକେଟ ମିଳିବନି ।

Share

Leave a Reply

Your email address will not be published. Required fields are marked *

four × 5 =