ବିଜ୍ଞାପନରେ ଆଉ ଦିଶିବେ ନାହିଁ ଡ୍ରିମ୍ ଗାର୍ଲ

ମଥୁରା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ହେମା ମାଳିନୀଙ୍କୁ ଆଉ ଏକ ଝଟ୍କା । ଟେଲିଭିଜିନ୍ରେ ପ୍ରଦର୍ଶିତ ହେଉଥିବା ଏବଂ ଖବର କାଗଜରେ ପ୍ରକାଶିତ ହେଉଥିବା ତାଙ୍କର ସବୁ ବିଜ୍ଞାପନକୁ ବନ୍ଦ କରିବା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ଏଲ୍. ଭେଙ୍କଟେଶ୍ୱରଲୁ କେନ୍ଦ୍ର ନିର୍ବାଚନ କମିଶନ୍ଙ୍କୁ ପତ୍ର ଲେଖିଛନ୍ତି । ଏହି ସବୁ ବିଜ୍ଞାପନ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରୁଥିବାରୁୁ ଆଗକୁ ବିଭିନ୍ନ ବିଜ୍ଞାପନରେ ଆଉ ବଲିଉଡ୍ର ବିଗତ ଦିନର ଡ୍ରିମ୍ ଗାର୍ଲ ଆଉ ଦିଶିବେ ନାହିଁ ।

Share

Leave a Reply

Your email address will not be published. Required fields are marked *

9 + ten =