୨୦୧୯ରେ ଓଡ଼ିଶାରେ ପଦ୍ମ ଫୁଟିବ: ମୋଦି

ସୁନ୍ଦରଗଡ଼ ଓ ସୋନପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚାର। ମୋଦି ଦମ୍ଭ ଦେଖାଇଛନ୍ତି, ୨୦୧୯ରେ ଓଡ଼ିଶାରେ ପଦ୍ମ ଫୁଟିବ । କେନ୍ଦ୍ରରେ ପୁଣି ଥରେ ପୂର୍ଣ୍ଣ ବହୁମତର ସରକାର ଗଢିବ ବିଜେପି। ଓଡ଼ିଶା ଓ କେନ୍ଦ୍ରର ବିକାଶ ପାଇଁ ବିଜେପି ସରକାର ଆସିବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବିଜେପି ହେଉଛି କାର୍ୟ୍ୟକର୍ତ୍ତାଙ୍କ ଦଳ । ଏହା ପରିବାରବାଦ ଉପରେ ଆଧାରିତ ନୁହଁ । ବିଜେପି ଅର୍ଥବଳ ଉପରେ ତିଆରି ହୋଇନାହିଁ । ବିଜେପି ବିଶ୍ୱର ସବୁଠାରୁ ବଡ଼ ଲୋକତାନ୍ତ୍ରିକ ଦଳ ବୋଲି ମୋଦି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × four =