ଫୁଲ ମୁଡରେ ଭାଲୁ ଭାଇନା, ଦେଖନ୍ତୁ ଭିଡିଓ …

କୋରାପଟୁ () ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଓରଫ ଭାଲୁ ଭାଇ । ଦୁର୍ଗାପୂଜା ଅବସରରେ ଆୟୋଜିତ ମେଲଡି କାର୍ଯ୍ୟକ୍ରମରେ ଭାଲୁଭାଇ ଫୁଲ ମୁଡରେ ରଙ୍ଗବତୀ ଗୀତର ତାଳେ ତାଳେ ଷ୍ଟେଜ ଉପରେ ଧମାଲ କରିଛନ୍ତି । ତାଙ୍କର ଏହି ଧମାଲକୁ ଦେଖି ଦର୍ଶକ ଉତ୍ସାହିତ ହୋଇ ତାଳି ମାରିଥିଲେ । ଷ୍ଟେଜରେ ଗାୟୀକା ନିଜେ ଭାଲୁ ଭାଇଙ୍କୁ ତାଙ୍କ ହସ ଗୀତରେ ସାମିଲ ହେବାକୁ ଅନୁରୋଧ କରିଥିଲେ । ତେଣୁ ତାଙ୍କ ଅନୁରୋଧକୁ ରକ୍ଷା କରି ବିଧାୟକ ମହୋଦୟ ରଙ୍ଗବତୀ ଗୀତରେ କିଛି ସମୟ ନାଚି ତଳକୁ ଓହ୍ଲାଇ ଯାଇଥିଲେ ।

Share

Leave a Reply

Your email address will not be published. Required fields are marked *

17 + 18 =