ବିଜେପିର 2 ଲୋକସଭା, 9 ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର () ତୃତୀୟ ପର୍ଯ୍ୟାୟରେ ଆଜି ବିଜେପିର 2ଟି ଲୋକସଭା ଓ 9ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।

କନ୍ଧମାଳ ଲୋକସଭା ପାଇଁ ଖାରବେଳ ସ୍ୱାଇଁ
କଟକ ଲୋକସଭା ପାଇଁ ପ୍ରକାଶ ମିଶ୍ର

୯ଟି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା
ଝାରସୁଗୁଡ଼ା-ଦୀନେଶ ଜୈନ
ରେଢାଖୋଲ-ଦେବେନ୍ଦ୍ର ମହାପାତ୍ର
ଭଣ୍ଡାରିପୋଖରୀ-ବଦ୍ରିନାରାୟଣ ଧଳ
ଭଦ୍ରକ-ଡକ୍ଟର ପ୍ରଦୀପ ନାୟକ
ପାରାଦୀପ- ସମ୍ପଦ ସ୍ୱାଇଁ
ବେଗୁନିଆ-ରିଷଭ ନନ୍ଦ
ଜୟଦେବ-ନରେନ୍ଦ୍ର ନାୟକ
ଫୁଲବାଣୀ-ଦେବନାରାୟଣ ପ୍ରଧାନ
ଜଟଣୀ-ବିଶ୍ୱରଞ୍ଜନ ବଡ଼ଜେନା

Share

Leave a Reply

Your email address will not be published. Required fields are marked *

11 + 6 =