ପୋଲିସ କର୍ମଚାରୀଙ୍କ ଲାଗି ବଡ଼ ଘୋଷଣା

ତାମିଲନାଡୁ: ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା । କରୋନା ମହାମାରୀରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ଲାଗି ୫ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍ । ଏହି ଅବସରରେ ଷ୍ଟାଲିନ କହିଥିଲେ କି ନିଜ ଜୀବନକୁ ବାଜିରେ ଲଗାଇ ରାଜ୍ୟର ଲୋକମାନଙ୍କ ସେବା କରୁଥିବା ପୋଲିସ କର୍ମଚାରୀ ମାନଙ୍କ ପ୍ରତି ବି ରାଜ୍ୟ ସରକାରଙ୍କର କିଛି କର୍ତ୍ତବ୍ୟ ରହିଛି । ତେଣୁ ସେମାନଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

Share

Leave a Reply

Your email address will not be published. Required fields are marked *

eighteen + 14 =