ମୁଖ୍ୟମନ୍ତ୍ରୀଙ୍କୁ ଜନତାଙ୍କ ଚପଲ ମାଡ

ପଲାନିସ୍ୱାମୀ ସୋମବାର ଲୋକସଭା ନିର୍ବାଚନ ପ୍ରଚାର ପାଇଁ ତଞ୍ଜାବୁର ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ଉପରେ ଚପଲମାଡ କରାଯାଇଥିଲା। ଚପଲ ଫିଙ୍ଗି ଥିବା ବ୍ୟକ୍ତିଙ୍କ ପରିଚୟ ରିପୋର୍ଟ ଲେଖା ହେଲା ପର୍ୟ୍ୟନ୍ତ ମିଳି ପାରି ନଥିଲା। ଏହି ଘଟଣାପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାବ୍ୟବସ୍ଥାକୁ ନେଇ ପଶ୍ନବାଚୀ ସୃଷ୍ଟି ହୋଇଛି।

ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀଙ୍କ କାର ଉପରେ ଚପଲ ପଡ଼ିଛି। ତେବେ ଏପ୍ରିଲ ୧୮ରେ ତାମିଲନାଡୁର ୩୯ଟି ଲୋକସଭା ସିଟ୍ ପାଇଁ ମତଦାନ ହେବ। ମଇ ୨୩ରେ ନିର୍ବାଚନ ଘୋଷଣା କରାଯିବ। ଏହି କାରଣରୁ ରାଜନୈତିକ ପାର୍ଟିମାନେ ନିର୍ବାଚନ ପ୍ରଚାର ଜୋରସୋର ଆରମ୍ଭ କରି ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

one × 2 =