ରାମ ମନ୍ଦିର ଜମି କିଣାରେ ଦୁର୍ନିତୀ ଅଭିଯୋଗ

ଅଯୋଧ୍ୟା: ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ନିର୍ମାଣ ଲାଗି କିଣା ହୋଇଥିବା ଜମି କିଣାରେ ଦୁର୍ନିତୀ ଅଭିଯୋଗ । ରାମ ଜନ୍ମ ଭୂମି ଟ୍ରଷ୍ଟ ନାଁରେ ଦୁର୍ନିତୀ ଅଭିଯୋଗ । ଦୁର୍ନିତୀ ଅଭିଯୋଗ ଆଣିଲେ ଆପ ନେତା ସଞ୍ଜୟ ସିଂ । ହରିଶ ପାଠକ ଓ କୁସୁମ ପାଠକଙ୍କଠାରୁ ଏହି ଜମି କିଣା ହୋଇଛି । ୨ କୋଟି ଟଙ୍କାର ଜମିକୁ ୧୮.୫ କୋଟି ଟଙ୍କାରେ କିଣା ଯାଇଥିବା ଅଭିଯୋଗହୋଇଛି । ୫ ମିନିଟରେ ସବୁକିଛି ବଦଳି ଯାଇଥିଲା । ୨ କୋଟିର ଜମିକୁ ଏତେ ଟଙ୍କାରେ ବିକ୍ରି କରାଯାଇଥିଲା । ଏହି ଘଟଣାକୁ ନେଇ ଏବେ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ରାମ ମନ୍ଦିର ନିର୍ମାଣ ଲାଗି ଲୋକେ ନିଧି ଅର୍ପଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

one × 5 =