ଦାୟିତ୍ୱ ନେଲେ ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ

ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଇଛନ୍ତି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ । ୨୫ତମ ଗଭର୍ଣ୍ଣର ଭାବେ ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଶକ୍ତିକାନ୍ତ ଦାସ ହୋଇଛି କେନ୍ଦ୍ରୀୟ ବ୍ୟାଙ୍କର ମୁଖିଆ ହୋଇଛନ୍ତି । ଉର୍ଜିତ ପଟେଲ୍ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ପୂର୍ବତନ ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ । ବିଶେଷ କରି କେନ୍ଦ୍ର ଓ ଆରବିଆଇ ବିବାଦ ଭିତରେ ସେ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବାକୁ କି ପଦକ୍ଷେପ ନେବେ ତାଉପରେ ନଜର ରହିଛି ।

Share

Leave a Reply

Your email address will not be published. Required fields are marked *

19 − five =