କାଶ୍ମୀରରେ ଆରମ୍ଭ ହେଲା ମୋଦିଙ୍କ ସର୍ବଦଳୀୟ ବୈଠକ

ଜମ୍ମୁ-କାଶ୍ମୀର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶ୍ମୀରରେ ସର୍ବଦଳୀୟ ବୈଠକ ଡକାଇଛନ୍ତି । ସେଭେନ ଲୋକକଲ୍ୟାଣ ମାର୍ଗ ଆବାସିକ କାର୍ଯ୍ୟାଳୟରେ ବୈଠକ ଆରମ୍ଭ ହୋଇଯାଇଛି । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପିଏମଓ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ବୈଠକରେ ସାମିଲ ହୋଇଛନ୍ତି । ଏହାସହ କାଶ୍ମୀରର ଉପଜିଲ୍ଲାପାଳ ମନୋଜ ସିହ୍ନାଙ୍କ ଉପସ୍ଥିତିରେ ଏହି ବୈଠକ ଜାରି ରହିଛି । କାଶ୍ମୀର ବହୁ ବରିଷ୍ଠ ନେତା ତଥା ମେହବୁବା ମୁଫତି, ଫାରକୁ ଅବଦୁଲ୍ଲା, ଗୁଲାମନବି ଆଜାଦ, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ପ୍ରମୁଖ ଏହି ବୈଠକରେ ସାମିଲ ହୋଇଛନ୍ତି ।
ମହିଳା ଯନ୍ତ୍ରୀଙ୍କ ଗଳିତ ମୃତଦେହ ଉଦ୍ଧାର

Share

Leave a Reply

Your email address will not be published. Required fields are marked *

5 × two =