ଦେଶରେ ୧ଲକ୍ଷ ୬୩୩ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୧ଲକ୍ଷ ୬୩୬। ମୃତ୍ୟୁ ବରଣ କରିଛନ୍ତି ୨ହଜାର ୪୨୭। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ୨କୋଟି ୮୯ଲକ୍ଷ ୯ହଜାର ୯୭୫ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା। ମୃତ୍ୟୁ ସଂଖ୍ୟା ୩ଲକ୍ଷ ୪୯ ହଜାର ୧୮୬ରେ ପହଞ୍ଚିଛି। କରୋନାରୁ ସୁସ୍ଥ ହୋଇଛନ୍ତି ୨କୋଟି ୭୧ଲକ୍ଷ ୫୯ହଜାର ୧୮୦।

Share

Leave a Reply

Your email address will not be published. Required fields are marked *

two × 4 =