କନିଷ୍କ କଟାରିଆ ହେଲେ IAS ଟପ୍ପର

ପ୍ରକାଶ ପାଇଲା ସିଭିଲ ସର୍ଭିସ ପରୀକ୍ଷା ଫଳ । ମୋଟ ୭୫୯ ଜଣ ଛାତ୍ରଛାତ୍ରୀ ଆଇଏଏସ ପରୀକ୍ଷାରେ କୃତକାର୍ୟ୍ୟ ହୋଇଛନ୍ତି । କନିଷ୍କ କଟାରିଆ ଆଇଏଏସ ଟପ୍ପର ହୋଇଥିବା ବେଳେ ଅକ୍ଷତ ଜୈନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ତୃତୀୟ ସ୍ଥାନରେ ଜୁନେଦ ଅହମ୍ମଦ, ଚତୁର୍ଥ ସ୍ଥାନରେ ଶ୍ରେୟାନ୍ସ କୁମତ ଓ ପଞ୍ଚମ ସ୍ଥାନରେ ସୃଷ୍ଟି ଜୟନ୍ତ ଦେଶମୁଖ ରହିଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୪ ଜଣ ଝିଅ ରହିଥିବା ବେଳେ ୬ ଜଣ ଛାତ୍ର ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × one =