ସେମିରେ ହାରିଲା ଭାରତୀୟ ମହିଳା ହକି ଦଳ

ଟୋକିଓ: ଅଲିମ୍ପିକ୍ସରେ ପ୍ରଥମରୁ ଦମଦାର ପ୍ରଦର୍ଶନ କରିଥିଲେ ସୁଦ୍ଧା ୨-୧ରେ ହାରିଛି ମହିଳା ହକି ଦଳ । ଆର୍ଜେଣ୍ଟିନାଠାରୁ ପରାସ୍ତ ହୋଇଛି ଦଳ । ପ୍ରଥମ ଗୋଲ ଭାରତ ଦେଇଥିଲେ ସୁଦ୍ଧା ଶେଷ ସମୟରେ ପରାସ୍ତ ହୋଇଥିଲା । ବ୍ରୋଞ୍ଚ ପଦକ ଲାଗି ଲଢ଼ିବ ମହିଳା ହକି ଦଳ ।

Share

Leave a Reply

Your email address will not be published. Required fields are marked *

11 − 6 =