ଏଣିକି ବିମାନରେ ୱାଇଫାଇ ସୁବିଧା

ନୂଆଦିଲ୍ଲୀ() ଏଣିକି ବିମାନରେ ଯାତ୍ରୀଙ୍କୁ ମିଳିବ ୱାଇଫାଇ ସୁବିଧା । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏହି ବଡ ଘୋଷଣା କରାଯାଇଛି । ଏୟାରଲାଇନ୍ସ ଗୁଡିକୁ ସୁବିଧା ଯୋଗାଇ ଦେବାକୁ ମନ୍ତ୍ରାଳୟର ଅନୁମତି ମିଳିଛି ।

Share

Leave a Reply

Your email address will not be published. Required fields are marked *

four × three =