୨୦ ଦିନ ମଧ୍ୟରେ ପୂରା ବିଧାନସଭା ହେବ ୱାଇଫାଇ

ଭୁବନେଶ୍ୱର() ଆଗାମୀ ୨୦ ଦିନ ମଧ୍ୟରେ ପୂରା ବିଧାନସଭା ହେବ ୱାଇଫାଇ । ଏଣିକି ବିଧାନସଭାରେ ସମସ୍ତ ଫାଇଲ ଅନଲାଇନ ଯୋଗେ ହେବ ଆଦାନପ୍ରଦାନ । ଏନେଇ ଆଜି ନେଭା ଓ ଓଡିଶା ଷ୍ଟେଟ ୱାଇଡ ନେଟୱାର୍କ ସହ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଲୋଚନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × one =