ବିରାଟଙ୍କୁ ୨.୯୯ କୋଟିର ଉପହାର, ଦେଖିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ() ବିରାଟ କୋହଲୀଙ୍କୁ ଅଡି ଆର୮ ଏଲଏମ୍ଏକ୍ସ ଉପହାର ଦେଇଛନ୍ତି ଜର୍ମାନୀର ଲଗ୍ଜରୀ କାର ନିର୍ମାତା । ଏହି କାରର ଦାମ ହେଲା ୨.୯୯ କୋଟି । ଏଯାଏଁ ଏହି ମଡେଲର ସମଗ୍ର ବିଶ୍ବରେ କେବଳ ୯୯ଟି କାର ଲଂଚ କରିଛି।

ଅଡି ଆର୮ ଏଲଏମ୍ଏକ୍ସ ପାଇଁ କୋହଲୀଙ୍କୁ ବାଛି ଠିକ କରିଛନ୍ତି କାରଣ ଉଭୟ ଭଲ ପ୍ରଦର୍ଶନ ଦେବା ପାଇଁ ପ୍ରସିଦ୍ଧ। କୋହଲୀ କହିଛନ୍ତି ଯେ, ଏହି ବିଶେଷ କାର ହାସିଲ କରି ସେ ବହୁତ ଗର୍ବ ଅନୁଭବ କରୁଛନ୍ତି। ଏହି ସ୍ପୋର୍ଟସ୍ କାର ଉପହାରରେ ପାଇଥିବାରୁ ସେ ବହୁତ ଖୁସି। କାରଣ ତାଙ୍କର ଗାଡି କିଣିବାର ବହୁତ ସୌକ ରହିଛି।

Share

Leave a Reply

Your email address will not be published. Required fields are marked *

5 × 3 =