ଆଜି ଖେଳାଯିବନି ମାଞ୍ଚେଷ୍ଟର ଟେଷ୍ଟ

ମାଞ୍ଚେଷ୍ଟର: ବନ୍ଦ ରହିଲା ମାଞ୍ଚେଷ୍ଟର ଟେଷ୍ଟ । ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ପଞ୍ଚମ ଟେଷ୍ଟ ଆଜି ଖେଳାଯିବାକୁ ଥିଲା । ତେବେ ଉଭୟ ଦଳରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗୋଟିଏ ଦିନ ଲାଗି ଘୁଞ୍ଚାଯାଇଛି ମ୍ୟାଚ୍ । ସଦ୍ୟ ସୂଚନା ମୁତାବକ ଆସନ୍ତାକଲିଠାରୁ ଆରମ୍ଭ ହେବ ମ୍ୟାଚ୍ ।
ଆଜି ନୁହେଁ ଆସନ୍ତାକାଲି ଖେଳାଯିବ ଅନ୍ତିମ ଟେଷ୍ଟ

Share

Leave a Reply

Your email address will not be published. Required fields are marked *

16 + fourteen =