ଟୋକିଓ ପାରାଲିମ୍ପିକ୍ସରେ କେଉଁ ଦେଶ କୋତୋଟି ପଦକ ଜିତଛନ୍ତି

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଟୋକିଓ ପାରାଲିମ୍ପିକ୍ସ । ପଦକ ଜିତିବା ଲାଗି ସବୁ ଦେଶ ମଧ୍ୟରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର । ତେବେ ପାରାଲିମ୍ପିକ୍ସରେ ମଧ୍ୟ ଚୀନ ପଦକ ତାଲିବାରେ ଟପରେ ରହିଛି । ସେପଟେ ଭାରତ ପଦକ ତାଲିକାରେ ୧୯ଟି ପଦକ ଜିତି ୨୪ ନମ୍ବର ସ୍ଥାନରେ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ଦେଶ କେଉଁ ପଦକ ଓ କୋତୋଟି ଜିତିଛି ।
ଚୀନ- ସ୍ୱର୍ଣ୍ଣ- ୯୬ ରୌପ୍ୟ- ୬୦ ବ୍ରୋଞ୍ଚ- ୫୧ ସମୁଦାୟ- ୨୦୭
ବ୍ରିଟେନ୍- ସ୍ୱର୍ଣ୍ଣ- ୪୧ ରୌପ୍ୟ- ୩୮ ବ୍ରୋଞ୍ଚ- ୪୫ ସମୁଦାୟ- ୧୨୪
ଆମେରିକା- ସ୍ୱର୍ଣ୍ଣ- ୩୭ ରୌପ୍ୟ- ୩୬ ବ୍ରୋଞ୍ଚ- ୩୧ ସମୁଦାୟ- ୧୦୪
ଋଷିଆ- ସ୍ୱର୍ଣ୍ଣ- ୩୬ ରୌପ୍ୟ- ୩୩ ବ୍ରୋଞ୍ଚ- ୪୯ ସମୁଦାୟ-୧୧୮
ନେଦରଲ୍ୟାଣ୍ଡ- ସ୍ୱର୍ଣ୍ଣ- ୨୫ ରୌପ୍ୟ- ୧୭ ବ୍ରୋଞ୍ଚ- ୧୭ ସମୁଦାୟ- ୫୯
ୟୁକାରିନ୍- ସ୍ୱର୍ଣ୍ଣ- ୨୪ ରୌପ୍ୟ- ୪୭ ବ୍ରୋଞ୍ଚ- ୩୬ ସମୁଦାୟ- ୯୮
ବ୍ରାଜିଲ୍- ସ୍ୱର୍ଣ୍ଣ- ୨୨ ରୌପ୍ୟ- ୨୦ ବ୍ରୋଞ୍ଚ- ୩୦ ସମୁଦାୟ- ୭୨
ଅଷ୍ଟ୍ରେଲିଆ- ସ୍ୱର୍ଣ୍ଣ- ୨୧ ରୌପ୍ୟ- ୨୯ ବ୍ରୋଞ୍ଚ- ୩୦ ସମୁଦାୟ- ୮୦
ଇଟାଲି- ସ୍ୱର୍ଣ୍ଣ- ୧୪ ରୌପ୍ୟ- ୨୯ ବ୍ରୋଞ୍ଚ- ୨୬ ସମୁଦାୟ- ୬୯

Share

Leave a Reply

Your email address will not be published. Required fields are marked *

three × four =