ଜାଣନ୍ତୁ ଟୋକିଓ ଅଲିମ୍ପିକ୍ସରେ କେଉଁ ଦେଶ କୋତୋଟି ପଦକ ଜିତିଛନ୍ତି

ଟୋକିଓ: ସବୁଠି ଚାଲିଛି ଟୋକିଓ ଅଲିମ୍ପିକ୍ସ ଚର୍ଚ୍ଚା । ଖେଳାଳୀମାନେ ପଦକ ଜିତବା ଲାଗି ଲଗାଇ ଦେଇଛନ୍ତି ଚାରଚାନ୍ଦ । ତେବେ ଏଯାବତ ପଦକ ହାସଲ କରିବାରେ ଶୀର୍ଷରେ ରହିଛି ୟୁଏସଏ ବା ଆମେରିକା । ଆମେରିକା ୧୪ଟି ପଦକ ଜିତିଥିବା ବେଳେ ଚିନ୍ ଜିତିଛି ୧୫ଟି ପଦକ । ତେବେ ଆମେରିକା ୭ଟି ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଶୀର୍ଷରେ ରହିଛି ।

କେଉଁ ଦେଶ କୋତୋଟି ପଦକ ଜିତିଛନ୍ତି
ଆମେରିକା- ୭ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୪ଟି ବ୍ରୋଞ୍ଚ ସମୁଦାୟ- ୧୪ଟି ପଦକ
ଚୀନ- ୬ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୬ଟି ବ୍ରୋଞ୍ଚ ସମୁଦାୟ ୧୫ଟି ପଦକ
ଜାପାନ- ୬ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୨ଟି ବ୍ରୋଞ୍ଚ ସମୁଦାୟ ୯ଟି ପଦକ
ଇଂଲଣ୍ଡ-୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଚ ସମୁଦାୟ ୬ଟି ପଦକ
ଅଷ୍ଟ୍ରେଲିଆ- ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୩ଟି ବ୍ରୋଞ୍ଚ ସମୁଦାୟ ୬ଟି ପଦକ
କୋରିଆ- ୨ଟି ସ୍ୱର୍ଣ୍ଣ, ୩ଟି ବ୍ରୋଞ୍ଚ ସହ ସମୁଦାୟ ୫ଟି ପଦକ

Share

Leave a Reply

Your email address will not be published. Required fields are marked *

four × 1 =