ପୋଡିୟମରେ ମୁଣ୍ଡ ପିଟିଲେ ତାରା

ଭୁବନେଶ୍ୱର()  ବିଧାନସଭା ଅପରାହ୍ନ ଅଧିବେଶନ ଆରମ୍ଭରୁ ହୋହଲ୍ଲା ଆରମ୍ଭ ହୋଇଯାଇଛି । ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ବିଜେପି, କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଛନ୍ତି । ଅନ୍ୟପଟେ ପୋଡିୟମରେ ମୁଣ୍ଡ ପିଟିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୋଡିୟମ ଆଗରେ ଥିବା କାଚରେ ତାରା ମୁଣ୍ଡ ପିଟିଥିବା ସୂଚନା ମିଳିଛି । ଏନେଇ ୧୦ ମିନିଟି ପାଇଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

Share

Leave a Reply

Your email address will not be published. Required fields are marked *

2 × 5 =