ସୁଶାନ୍ତ ସିଂହ କରୋନା ପଜିଟିଭ

ଭୁବନେଶ୍ୱର() ଗ୍ରାଗ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ କରୋନାରେ ଆକ୍ରାନ୍ତ ହୋଇଥିବା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସିଂହ ଖୋଦ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଉକ୍ତ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ, ‘ ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । କିନ୍ତୁ ମୁଁ ସୁସ୍ଥ ଅଛି । ନିକଟରେ ଯେଉଁମାନେ ମୋ ସମ୍ପର୍କରେ ଆସିଥିଲେ ସେମାନେ ଟେଷ୍ଟ କରାନ୍ତୁ । ଆଇସୋଲେସନରେ ରହି ଟେଷ୍ଟ କରାଇ ନିଅନ୍ତୁ’ ବୋଲି ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × 4 =