କାନ୍ଦିଲେ ସୁର, କହିଲେ ଗତ ରାତିରେ ଶୋଇ ପାରିନି

ଭୁବନେଶ୍ୱର() କାନ୍ଦି ପକାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଭାବବିହ୍ୱଳ ହୋଇ କାନ୍ଦିଲେ ସୁର । ସୁପି୍ରମକୋର୍ଟ ଜରିଆରେ ଅନ୍ୟାୟ କରାଯାଇଛି । ଜଗନ୍ନାଥ କ୍ଷମା ଦେବେନି ବୋଲି କହିଛନ୍ତି ସୁର । ଏହା ସହ ସେ ଆହୁରି କହିଛନ୍ତି, ଗତ ରାତିରେ ଶୋଇ ପାରିନି । ୬୫ ବର୍ଷ ହେଲା ରଥ ଭିଡି ଆସିଛି । ଏ ବର୍ଷ ନରେନ୍ଦ୍ର ମୋଦି ଷଡଯନ୍ତ୍ର କରିଛନ୍ତି । ରଥଯାତ୍ରା ଯଦି କରିବାର ନଥିଲା ତେବେ କାହିଁକି ଅନୁମତି ଦେଲେ ? କାହିଁକି ରଥ ନିର୍ମାଣ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ସୁର ।

Share

Leave a Reply

Your email address will not be published. Required fields are marked *

18 − 16 =