ଭିଡ଼ିଓ କନଫରେନ୍ସି ଅଧିବେଶନରେ ଯୋଡ଼ି ହେବିନି। ଅଧିବେଶନକୁ ବର୍ଜନ କରିବି

ଭୁବନେଶ୍ବର () ୬୦ ବର୍ଷରୁ ଅଧିକ ବୟସ୍କ ବିଧାୟକ ମୌସୁମୀ ଅଧିବେଶନକୁ ନ ଯିବା ପ୍ରସଙ୍ଗରେ ଚିଠି ଲେଖିଲେ ସୁର। ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିଧାୟକ ସୁରେଶ ରାଉତରାୟ। ବିଧାୟକ ତାଙ୍କ ଚିଠିରେ ଲେଖିଛନ୍ତି ‘କୋଭିଡ ପରୀକ୍ଷା କରି ଗୃହକୁ ଛଡାଯାଉ । ଭିଡ଼ିଓ କନଫରେନ୍ସି ଅଧିବେଶନରେ ଯୋଡ଼ି ହେବିନି। ଅଧିବେଶନକୁ ବର୍ଜନ କରିବି।’

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ସଂସଦୀୟ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ । ଅଧିବେଶନରେ ରହିବନି ପ୍ରଶ୍ନକାଳ। ତେବେ ଅଧିବେଶନରେ ପ୍ରଶ୍ନକାଳ ନରହିବା ଉପରେ ପ୍ରଶ୍ନ ଉଠାଇବା ସହ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଥିଲା କଂଗ୍ରେସ ।

Share

Leave a Reply

Your email address will not be published. Required fields are marked *

five × two =