ସୁପି୍ରମକୋର୍ଟରେ ରହିବେ ୩୩ ବିଚାରପତି

ନୂଆଦିଲ୍ଲୀ () ସୁପି୍ରମକୋର୍ଟ ବିଚାରପତି ସଂଖ୍ୟା ୩୦ରୁ ୩୩କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର କ୍ୟାବିନେଟ ଆଜି ମଂଜୁରୀ ଦେଇଛନ୍ତି । ସୁପି୍ରମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ବହୁ ଦିନରୁ ଦାବି ହେଉଥିଲା । ଏହା ବ୍ୟତିତ ମହାକାଶ ଗବେଷଣା ବିକାଶ ପାଇଁ ବଲିଭିଆ ସହିତ ଇସ୍ରୋ ଚୁକ୍ତି ସହିତ ମଂଜୁରୀକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛନ୍ତି । ମସ୍କୋରେ ଇସ୍ରୋର ଲିଆସନିଂ କେନ୍ଦ୍ର ପ୍ରତିÂା ହେବ ।

Share

Leave a Reply

Your email address will not be published. Required fields are marked *

15 + 14 =