ଚିଦାମ୍ବରମଙ୍କୁ ମିଳିଲା ବେଲ

ନୂଆଦିଲ୍ଲୀ()  କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଆଶ୍ୱସ୍ତି ମିଳିଛି । ମାମଲାରେ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଦୀର୍ଘ ୫୦ ଦିନ ହେଲା ଚିଦାମ୍ବରମ ଜେଲରେ ଅଛନ୍ତି । ସିବିଆଇ ମାମଲାରେ ଚିଦାମ୍ବରମଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଚିଦାମ୍ବରମଙ୍କୁ ଜାମିନ ମିଳିଛି ।ତେବେ ଅନ୍ୟ ଏକ ମାମଲାରେ ଇଡି ଦ୍ୱାରା ଚିଦାମ୍ବରମ ଗିରଫ ହୋଇଥିବାରୁ ସେ ୨୪ ତାରିଖ ଯାଏଁ ହେପାଜତରେ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − five =