ଗଣମାଧ୍ୟମକୁ କଡ଼ା ଚେତାବନୀ

ନୂଆଦିଲ୍ଲୀ() ଅଯୋଧ୍ୟା ରାୟ ପରେ ଗଣମାଧ୍ୟମ ଉପରେ ଲାଗିଲା କଟକଣା । ଅଯୋଧ୍ୟା ରାୟକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣିକୁ ନେଇ ବୈଦ୍ୟୁତିକ ଗଣମାଧ୍ୟମ, ଡିଟିଏଚ୍ ଅପରେଟର ଏବଂ କେବୁଲ ଅରେଟରର୍ସମାନେ କୌଣସି ପ୍ରକାର ଦେଶଦ୍ରୋହୀ କିମ୍ବା ଧାର୍ମିକ ଭାବନାକୁ କ୍ଷୂର୍ଣ୍ଣ କରୁଥିବା ଖବରକୁ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରୋଗ୍ରାମ କୋଡ୍ ସିଟିଏନ ଆକ୍ଟ ୧୯୯୫ ଅନୁସାରେ ବୈଦୁତିକ ଗଣମାଧ୍ୟମ ସଂସ୍ଥାମାନେ ଅଯୋଧ୍ୟ ମାମଲା ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି ଅନୁସାରେ ଖବର ପ୍ରସାରଣ କରିବେ ।ଶୁଣାଣି ହୋଇଥିବା ସମସ୍ତ ତଥ୍ୟ ଆଧାରିତ ଖବର ପ୍ରସାରଣ କରିବାକୁ ପରାମର୍ଶ । କିନ୍ତୁ କୌଣସି ଅର୍ଦ୍ଦସତ୍ୟ କିମ୍ବା ମିଥ୍ୟାପୂର୍ଣ୍ଣ ଖବରକୁ ବାରଣ କରାଯାଇଛି । ସହିଭଳି ଦେଶତ୍ମକଭାବନାକୁ କ୍ଷୂର୍ଣ୍ଣ କରୁଥିବା କୌଣସି ଖବରକୁ ପ୍ରୋତ୍ସାହନ ନଦେବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛନ୍ତି ।

 

Share

Leave a Reply

Your email address will not be published. Required fields are marked *

20 + 14 =