ସତ୍ୟନାରାୟଣ ପ୍ରଧାନ ହେଲେ ଏନସିବିର ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ: ପୁଣି ଥରେ ଜଣେ ଓଡିଆଙ୍କୁ ଗୁରୁଦାୟିତ୍ୱ । ବରିଷ୍ଠ ଆଇପିଏସ ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ –ଏନସିବିର ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ଡେପୁଟେସନ ଭିତ୍ତିରେ ସତ୍ୟନାରାୟଣ ଏହି ପଦବୀରେ ନିଜର ଅବସର ଯାଏଁ ରହିବେ । ୨୦୨୪ ମସିହା ଅଗଷ୍ଟ ୩୧ ତାରିଖ ଯାଏଁ ସେ ଏହି ପଦବୀରେ ରହିବେ । ସତ୍ୟନାରାୟଣ ଏନଡିଆରଏଫର ଡିଜି ପଦରେ ବି ଥିଲେ ।

Share

Leave a Reply

Your email address will not be published. Required fields are marked *

sixteen − nine =