ଦଶମ ଦିନରେ ସାମୟିକ ଅସ୍ତ୍ରବିରତି

ୟୁକ୍ରେନ-ରୁଷ ଯୁଦ୍ଧ ଭିତରେ ବଡ ଖବର । ରୁଷିଆର ସାମୟିକ ଅସ୍ତ୍ରବିରତି ଘୋଷଣା କରାଯାଇଛି । ଏହି ଅସ୍ତ୍ରବିରତି ସମୟରେ ଖାରକିଭ୍ ଓ ଅନ୍ୟ ଏକ ସହରରେ ସାମୟିକ ଭାବେ ଅସ୍ତ୍ରବିରତି ଯୋଗୁଁ ସେଠାରେ ଫସିଥିବା ଛାତ୍ରଛାତ୍ରୀ ଏବଂ ଗର୍ଭବତୀ ମାନଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିବ । ସେଥିପାଇଁ ଏ ଅସ୍ତ୍ରବିରତି ଘୋଷଣା କରାଯାଇଛି । ଭାରତୀୟ ସମୟ ଦିନ ୧୧ଟା ୩୦ରୁ ସାମୟିକ ଅସ୍ତ୍ରବିରତିି କରାଯିବ । ୧୧ଟା ୩୦ରୁ ରୁଷିଆ ପକ୍ଷରୁ ମିଜାଇଲ, ରକେଡ ମାଡ ବନ୍ଦ । ଦିନ ୧୧ଟା ୩୦ରୁ ସାଢେ ୫ ଟା ପାଇଁ ଅସ୍ତ୍ରବିରତି ଘୋଷଣା ।

Share

Leave a Reply

Your email address will not be published. Required fields are marked *

nine + 9 =