ରୋହିତ ପୂଜାରୀ ଉପମୁଖ୍ୟ ସଚେତକ

ଭୁବନେଶ୍ବର()  ରୋହିତ ପୂଜାରୀଙ୍କୁ ବିଧାନସଭା ଉପ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରୋହିତ ପୂଜାରୀଙ୍କୁ ସରକାରୀ ଦଳ ଉପ ମୁଖ୍ୟ ସେଚେତକ ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ପୂର୍ବରୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଉପ ମୁଖ୍ୟ ସେଚେତକ ଥିଲେ । ତାଙ୍କ ସ୍ଥାନରେ ରୋହିତ ପୂଜାରୀଙ୍କୁ ନିଯୁକ୍ତି ମିଳିଛି । ରୋହିତ ପୂଜାରୀ ହେଉଛନ୍ତି ରେଢାଖୋଲର ବିଧାୟକ ।

Share

Leave a Reply

Your email address will not be published. Required fields are marked *

19 + nineteen =